ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ
ରାୟଗଡା ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ହୋଟେଲ ତେଜସ୍ଵୀନୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା।ଏହି ବୈଠକରେ ଜିଲ୍ଲାର ମାନ୍ୟଗଣ୍ୟ ଓ ସର୍ବଦଳୀୟ ବ୍ୟକ୍ତିମାନେ ଉପସ୍ଥିତ ରହି ସିଜିମାଳୀ ଅଞ୍ଚଳରେ ନୀରିହ ଆଦିବାସୀମାନଙ୍କ ଉପରେ ଘଟୁଥିବା ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ…
ମାନବତାର ଉଦାହରଣ ସାଜିଲେ ବଜରଙ୍ଗ ଦଳ ଓ ସ୍ୱର୍ଗଧାମ ସେବା ସମିତି ।
ରାୟଗଡା : ଉତ୍ତର ପ୍ରଦେଶର କାନପୁର ଅଞ୍ଚଳର ରାଜୁ ବକୁମାର (ବୟସ–୩୮) ରାୟଗଡା ଜଗନ୍ନାଥ ମନ୍ଦିର ସାହିରେ ବସବାସ କରୁଥିଲେ। ସେ ରାୟଗଡା ସହରରେ ଆଇସକ୍ରିମ୍ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କର ଦେହାନ୍ତ…
ଭାରତୀୟ ମଜଦୂର ସଂଘ ର ଅଲ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଜିଲ୍ଲାପାଳଙ୍କୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
ରାୟଗଡ଼ା : ଭାରତୀୟ ମଜଦୂର ସଙ୍ଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ଆଜି ବିଭିନ୍ନ ଦାବିକୁ ନେଇ ରାୟଗଡ଼ା ମାଁ କାଳୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ…
ରାୟଗଡାରେ ସଂସ୍କୃତ ଶିକ୍ଷକଙ୍କ ଆତ୍ମହତ୍ୟା, ରେଲ ଲାଇନ୍ ପାଖରେ ମିଳିଲା ସୁଇସାଇଡ୍ ନୋଟ୍।
ରାୟଗଡା ସହରରେ ଏକ ଦୁଃଖଦ ଘଟଣା ଘଟିଛି। ପଞ୍ଚାନନ ଚୌଧୁରୀ (ବୟସ୍ ପ୍ରାୟ ୫୫ ବର୍ଷ), ଯିଏ କି ଜେମାଦେଇପେଣ୍ଟ ଅଞ୍ଚଳର କଳିଙ୍ଗା ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ, ସେ ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଛି।ସୂଚନା ଅନୁସାରେ,…
ରାୟଗଡ଼ାରେ ଶୋକର ଛାୟା – ପ୍ରିୟ ଖବର ଜିଲ୍ଲା ପ୍ରତିନିଧି ଆଶୁତୋଷ ପଟନାୟକଙ୍କ ପରଲୋକ
ରାୟଗଡ଼ା: ସାମ୍ବାଦିକ ଜଗତ ପାଇଁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର। ପ୍ରିୟ ଖବରର ରାୟଗଡ଼ା ଜିଲ୍ଲା ପ୍ରତିନିଧି ତଥା ଜଣେ ନିଷ୍ଠାବାନ ସାମ୍ବାଦିକ ଆଶୁତୋଷ ପଟନାୟକଙ୍କର ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୬.୦୧ ସନ୍ଧ୍ୟା ପ୍ରାୟ ୪ଟା…
ପାଣି ସଂରକ୍ଷଣ ଓ ପରିଚାଳନା ଉପରେ ଗୁରୁତ୍ୱରାୟଗଡାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
ରାୟଗଡା, ୧୩/୦୧ /୨୬ ପାଣି ସଂରକ୍ଷଣ, ସୁଚିତ ପାଣି ବ୍ୟବହାର ଓ ସ୍ଥାନୀୟ ସ୍ତରରେ ପାଣି ପରିଚାଳନାକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାୟଗଡା ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ–୨୦୨୬ ଭବ୍ୟ ଭାବରେ ପାଳିତ…












