ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ
ରାୟଗଡା ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ହୋଟେଲ ତେଜସ୍ଵୀନୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା।ଏହି ବୈଠକରେ ଜିଲ୍ଲାର ମାନ୍ୟଗଣ୍ୟ ଓ ସର୍ବଦଳୀୟ ବ୍ୟକ୍ତିମାନେ ଉପସ୍ଥିତ ରହି ସିଜିମାଳୀ ଅଞ୍ଚଳରେ ନୀରିହ ଆଦିବାସୀମାନଙ୍କ ଉପରେ ଘଟୁଥିବା ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ…
୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା । ସୂଚନା ମୁତାବକ ଚାଟିକଣାସ୍ଥିତ ପୁରୁଣା ଷ୍ଟେସନ୍ ସାହିର ପୁରୁଷୋତ୍ତମ ଗନ୍ତାୟତଙ୍କ ପୁଅ ଋଷି ଗନ୍ତାୟତ ସାତ ବର୍ଷର…
ଦୁଇ ନକଲି ନକ୍ସଲ୍ ଗିରଫ, ଗତ ୧୩ ତାରିଖରେ ଜିଲ୍ଳାର ତିନୋଟି ସ୍ଥାନରେ ଲାଗିଥିଲା ମାଓ ବ୍ୟାନର।
ଦୁଇ ନକଲି ନକ୍ସଲ୍ ଗିରଫ, ଗତ ୧୩ ତାରିଖରେ ଜିଲ୍ଳାର ତିନୋଟି ସ୍ଥାନରେ ଲାଗିଥିଲା ମାଓ ବ୍ୟାନର, ବିଭିନ୍ନ କମ୍ପାନୀ କୁ ଦିଆଯାଇଥିଲା ଧମକ। ରାୟଗଡାରୁ ଦୁଇ ନକଲି ମାଓବାଦୀ ଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ। ଏହି ଦୁଇଜଣ ହେଲେ…
ରାୟଗଡ଼ା ପୁଲିସ୍ ସମ୍ମୁଖରେ ୧୫ ମାଓବାଦୀଙ୍କ ଐତିହାସିକ ଆତ୍ମସମର୍ପଣଶୀର୍ଷ ନେତୃତ୍ୱ ସହ ବହୁ ଅସ୍ତ୍ର-ଗୁଳି ଜମା, ସଂଗଠନକୁ ବଡ଼ ଝଟକା
ରାୟଗଡ଼ା, ୦୭.0୨. ୨୬ ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପକୁ ନେଇ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି । ରାୟଗଡ଼ା ପୁଲିସ୍ ସମ୍ମୁଖରେ ନିଷିଦ୍ଧ ସିପିଆଇ (ମାଓବାଦୀ) ସଂଗଠନର ୧୫ ଜଣ ଶୀର୍ଷ ଓ ସକ୍ରିୟ କ୍ୟାଡର୍ ଆତ୍ମସମର୍ପଣ କରିଛନ୍ତି । ଏହି ଘଟଣାକୁ…
ଆତ୍ମସମର୍ପଣ କଲେ ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ ମାଓବାଦୀ
ଟପ କ୍ୟାଡ଼ର ମାଓ ନେତା ନିଖିଲ ଓ ଇନ୍ଦୁ ଙ୍କ ସମେତ ୧୫ଜଣ ମାଓବାଦୀ ରାୟଗଡ଼ା ଏସପି ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି Iଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓବାଦୀ) ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ…
ବର୍ଷକର ଝିଅ ବେକରେ ଛୁରୀ ଦେଖାଇ କାଉନସିଲରଙ୍କ ଘରେ ଲୁଟ୍ଝିଅର ପ୍ରାଣ ବଞ୍ଚାଇବାକୁ ଗହଣା ଦେଲେ ମା
ରାୟଗଡ଼ା: ରାୟଗଡ଼ା ସହର ରାମକୃଷ୍ଣ ନଗର ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଏକ ଜଘନ୍ୟ ଲୁଟ୍ ଘଟଣା ଘଟିଛି। ୪ନଂ ୱାର୍ଡ କାଉନସିଲର ସୁକାନ୍ତ ପରିଡ଼ାଙ୍କ ଘରେ ପଶି ଦୁଇଜଣ ମୁଖା ପିନ୍ଧିଥିବା ଦୁର୍ବୁତ ବର୍ଷକର ଝିଅର ବେକରେ ଛୁରୀ ଧରି ଧମକ…
ଶିକ୍ଷାନୁଷ୍ଠାନ ପରିସରରେ ଧାର୍ମିକ ମୂର୍ତ୍ତି ଭଙ୍ଗାରୁଜା ଅଭିଯୋଗ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଦାବିପତ୍ର
ରାୟଗଡ଼ା: ଶିକ୍ଷାନୁଷ୍ଠାନ ପରିସରରେ ଧାର୍ମିକ ମୂର୍ତ୍ତି ଭଙ୍ଗାରୁଜା ଓ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗକୁ ନେଇ ଆଜି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ, ରାୟଗଡ଼ା ଜିଲ୍ଲା ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ…













