ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ
ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…
ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍-୨୦୨୬ ଉଦଯାପିତ ଏସପି ଏକାଦଶ ବିଜୟୀ, ଟିକିରି ରେଳବାଇ ଟିମ ରନର୍ଷଅପ୍
ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସ୍ଥାନୀୟ ଓଷାପଡ଼ା ଟାଉନସିପ ଖେଳ ପଡ଼ିଆ ଠାରେ ଦିନିକିଆ ଦିବାରାତ୍ର ବନ୍ଧୂତପୂର୍ଣ୍ଣ ଷ୍ଟେକହୋଲ୍ଡାର କ୍ରିକେଟ୍ ମ୍ୟାଚ୍ -୨୦୨୬ ଉଦଯାପିତ…
ଆତ୍ମସମର୍ପଣ କଲେ ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ ମାଓବାଦୀ
ଟପ କ୍ୟାଡ଼ର ମାଓ ନେତା ନିଖିଲ ଓ ଇନ୍ଦୁ ଙ୍କ ସମେତ ୧୫ଜଣ ମାଓବାଦୀ ରାୟଗଡ଼ା ଏସପି ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି Iଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓବାଦୀ) ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ…
ଯୁବ ଉତ୍ସାହର ସ୍ପନ୍ଦନରେ ନୂଆସାହି ମାଟିଆଦିତ୍ୟ ଆଲୁମିନା ରିଫାଇନେରୀର ସହଯୋଗରେ ଜିଲ୍ଲାସ୍ତରୀୟ ଯୁବ ଭଲିବଲ୍ ଟୁର୍ଣ୍ଣାମେଣ୍ଟ
କାଶୀପୁର – ନୂଆସାହିର ମାଟି ଆଜି କେବଳ ଖେଳ ଦେଖିଲା ନୁହେଁ,ଦେଖିଲା ଯୁବ ସ୍ୱପ୍ନର ଉଡାଣ,ଦେଖିଲା ଏକତା, ଉତ୍ସାହ ଓ ଆଶାର ଅପୂର୍ବ ସମନ୍ୱୟ।କଂସାରିଗୁଡ଼ାସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନେରୀଙ୍କ ସକ୍ରିୟ ସହଯୋଗରେ ନୂଆସାହିରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଯୁବମାନଙ୍କ…










