ରାୟଗଡ଼: (ଏମ୍‌ଏମ୍‌ଜି ଖବର)ଶ୍ରାବଣ ଏକାଦଶୀ ତିଥିରେ ରାୟଗଡ଼ ନଗରସ୍ଥିତ ଶାସ୍ତ୍ରୀନଗର ରୟତ କଲୋନି ସତ୍ୟସାଇ ସେବା ସଦନ ପରିସରରେ ଏକ ଭବ୍ୟ ପୁସ୍ତକ ଲୋକାର୍ପଣ ଉତ୍ସବ ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ […]