ସ୍ୱାଧୀନତା ଦିବସରେ ଅସହାୟ ଆଦିବାସୀ ବୃଦ୍ଧ ପିତାମାତାଙ୍କୁ ସହାୟତା, ଯୁବପିଢ଼ିକୁ ସଚେତନତାର ବାର୍ତ୍ତା

ରାୟଗଡ଼: (ଏମ୍‌ଏମ୍‌ଜି ଖବର )ପବିତ୍ର ୮୦ତମ ସ୍ୱାଧୀନତା ଦିବସ ଅବସରରେ ରାୟଗଡ଼ ବ୍ଲକ୍‌ ଅନ୍ତର୍ଗତ କୁଲି ପଞ୍ଚାୟତର ଉତୁକାପାଡୁ ଗ୍ରାମରେ ଏକ ଜନସେବା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷକ ଜୟଦେବ […]

ରାୟଗଡ଼ରେ ଗରିମା ଓ ଦେଶଭକ୍ତିର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାୟଗଡ଼: (ଏମ୍‌ଏମ୍‌ଜି ଖବର )ରାୟଗଡ଼ ଜିଲ୍ଲାରେ ଉତ୍ସାହ, ଗରିମା ଓ ଦେଶଭକ୍ତିର ଭାବନା ସହ ୮୦ତମ ସ୍ୱାଧୀନତା ଦିବସ ଧୁମଧାମରେ ପାଳିତ ହୋଇଛି। ସ୍ଥାନୀୟ ପିଏମ୍ ଶ୍ରୀ ଜିସିଡି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ […]

ରାୟଗଡ଼ାରେ ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ରାୟଗଡା :(ଏମ୍‌ଏମ୍‌ଜି ଖବର)ରାୟଗଡା ଭାରତୀୟ ଜନତା ପାର୍ଟି ନଗର ବିଜେପି ସଭାପତି ରାଜେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବୁଧବାର ରାୟଗଡ଼ା ସହରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ହୋଟେଲ ଜ୍ୟୋତି […]

ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ: ରାୟଗଡ଼ାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ପ୍ରସ୍ତୁତି

ରାୟଗଡ଼ା :(ଏମ୍‌ଏମ୍‌ଜି ଖବର)ସ୍ୱାଧୀନତା ଦିବସ ପାଳନ ଅବସରରେ ସାରା ଦେଶରେ ‘ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହେଉଛି। ଏହି ଅଭିଯାନକୁ ଜନସାଧାରଣଙ୍କ ମଧ୍ୟରେ ଅଧିକ […]

ବାଳିକା ବିଦ୍ୟାଳୟରେ ସରକାରୀ ଚାଉଳ ବିକ୍ରି ଅଭିଯୋଗଷ୍ଟକ୍ ଓ ରେଜିଷ୍ଟର ଯାଞ୍ଚ ସହ ନିରପେକ୍ଷ ତଦନ୍ତ ଦାବି

ରାୟଗଡ଼ା: (ଏମ୍‌ଏମ୍‌ଜି ଖବର)ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଖାଦ୍ୟ ପାଇଁ ଆସୁଥିବା ସରକାରୀ ଚାଉଳ ଅନିୟମିତ ଭାବେ ବାହାରକୁ ନେଇ ବିକ୍ରି କରାଯାଉଥିବା ନେଇ […]

ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର୬୧ଟି ଅଭିଯୋଗର ଶୁଣାଣି, ତ୍ୱରିତ ପଦକ୍ଷେପ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପଦ୍ମପୁର/ଗୁଣପୁର/ରାୟଗଡ଼ା : ପଦ୍ମପୁର ବ୍ଲକ ସଦ୍ଭାବନା ସଭାଗୃହଠାରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କ […]

ସାରସ୍ୱତ ସାଧନା ସହ ସମାଜସେବାରେ ଜୟଦେବ ସିଠ

ରାୟଗଡା : ଶିକ୍ଷକତାରୁ ଅବସର ନେବା ପରେ ମଧ୍ୟ ସାରସ୍ୱତ ସାଧନା, କଳାଚର୍ଚ୍ଚା ଓ ସମାଜସେବାକୁ ଜୀବନର ଅଭିନ୍ନ ଅଂଶ କରି ଆଗେଇ ଚାଲିଛନ୍ତି ସାରସ୍ୱତ ସାଧକ ଜୟଦେବ ସିଠ। ରାୟଗଡ଼ା  ଜିଲ୍ଲାର ରାଣୀଗୁଡ଼ା ଫାର୍ମ […]

ନୃତ୍ୟଗୀତରେ ଝୁମିଲା ଜିସିଡି ପଡ଼ିଆ ରାୟଗଡ଼ାରେ ଭବ୍ୟ ଭାବେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

ରାୟଗଡ଼ା: ରାୟଗଡ଼ାରେ ଭବ୍ୟ ଓ ନିଆରା ଢଙ୍ଗରେ ପାଳିତ ହୋଇଛି ବିଶ୍ୱ ଆଦିବାସୀ ଦିବସ–୨୦୨୬। ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ସଦର ଜିସିଡି ପଡ଼ିଆଠାରେ ଆୟୋଜିତ ଏହି ଉତ୍ସବରେ ଆଦିବାସୀ ସମାଜର ଅଧିକାର, ଅସ୍ତିତ୍ୱ, […]

ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କ କଣ୍ଟାବାଞ୍ଜି ଗସ୍ତଉଚ୍ଛେଦ ଦୋକାନୀଙ୍କୁ ବିକଳ୍ପ ଦୋକାନ ସହ ବିକାଶ ପ୍ରକଳ୍ପ ଦାବି

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନର ବିକାଶ କାର୍ଯ୍ୟ ତଦାରଖ ପାଇଁ ପୂର୍ବତଟ ରେଳ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫଙ୍କୱାଲ କଣ୍ଟାବାଞ୍ଜି ଗସ୍ତ କରିଛନ୍ତି। ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଦିଆଯାଇଛି ଏକାଧିକ […]

ସାହିତ୍ୟର ସମାପ୍ତି ପାଠକୀୟ ପ୍ରଶ୍ନବାଚୀ ଉପରେ ନିର୍ଭର : ଅତିଥି ବୃନ୍ଦ

କେନ୍ଦୁଝର, ୧୦/୮: ଓଡ଼ିଆ ଭାଷା ଓ ସାହିତ୍ୟର ନବ ଉନ୍ମେଷ ତଥା ସାହିତ୍ୟିକ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସଂଯୋଗ ସ୍ଥାପନ କରୁଥିବା ସଂଯୋଗୀ ସାହିତ୍ୟ ସଂସଦ, କୁଣ୍ଡାପିଠା ଓ ଅନୁପମ ସାହିତ୍ୟ ସଂସଦ, କେନ୍ଦୁଝରର […]