ଇଂମ୍ଫା ଥେରୁବାଲି ରେ ଗର୍ବ ଓ ଦେଶଭକ୍ତି ସହ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ |
ଥେରୁବାଲି: ଇଂମ୍ଫା ଥେରୁବାଲି ରେ ୭୭ ତମ ସାଧାରଣତନ୍ତ୍ର ଦିବସ ଗର୍ବ, ଗମ୍ଭୀରତା ଓ ଦେଶଭକ୍ତିର ଉତ୍ସାହ ସହ ସମ୍ମାନରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମଟି ୟୁନିଟ୍ ହେଡ୍ ଓ EIC, ଥେରୁବାଲି ଶ୍ରୀ ଜି.ଭି ରାକେଶ ଙ୍କ ନେତୃତ୍ୱରେ…
କବିତା ସଙ୍କଳନ ଲୋକାର୍ପଣ ଉତ୍ସବ ଓ ଶୀତ କବିତା ଆସର
ରାୟଗଡ଼ -ଅଦ୍ଯ ତା୨୫.୧.୨୬ ରିଖ ରବିବାର ମାଘ ତିଳ ସପ୍ତମୀ ତିଥିରେ ରାୟଗଡ଼ ନଗର ରୟତ କଲୋନୀ ସ୍ଥିତ ସାଇ ମନ୍ଦିର ପରିସରରେ ଡଃ ରତି ରଞ୍ଜନ ଦାଶ ମହାଶୟଙ୍କ “ଢୋଲଟା ଭିତରେ ପଶିଚି ମୂଷା” କବିତା ସଙ୍କଳନ ଲୋକାର୍ପଣ ଉତ୍ସବ…
WhatsAppରେ ଘୁରିବୁଲୁଛି ସାଇବର ଠକଙ୍କ ନୂଆ ଚାଳଅଜଣା ଲିଙ୍କ୍ ଓ ଫେକ୍ ମେସେଜ୍ରେ ଫସି ଟଙ୍କା ହରାଉଛନ୍ତି ଲୋକେ
WhatsApp ମାଧ୍ୟମରେ ସାଇବର ଠକମାନଙ୍କର ଏକ ନୂଆ ଚାଳ ଏବେ ଜୋରଦାର ଭାବରେ ଘୁରିବୁଲୁଛି। ଅଜଣା ନମ୍ବରରୁ ଆସୁଥିବା ଫେକ୍ ମେସେଜ୍, ଲୋଭନୀୟ ଅଫର, ଚାକିରି ସୁଯୋଗ, କେୱାଇସି ଅପଡେଟ୍, ଏସ୍ବିଆଇ ଆପ୍ ଓ ଆର୍ଟିଓ ଆପ୍ର ନାମରେ ଲିଙ୍କ୍ ପଠାଇ…
ସାଧାରଣତନ୍ତ୍ର ଦିବସ ଅବସରରେ ବ୍ଳକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
ରାୟଗଡ଼, ତା. ୨୦.୧.୨୦୨୬ :ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ଳକ ସ୍ତରରେ ଏବଂ ପରେ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରତିଯୋଗିତାମାନଙ୍କ ଆୟୋଜନ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ…
ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାୟଗଡ଼, ତା. ୨0/୦୧/୨୦୨୬ ଜିଲ୍ଲା ସ୍ତରରେ ୧୬ତମ ଜାତୀୟ ମତଦାତା ଦିବସ ପାଳନ କରାଯିବ। ଏହାର ପ୍ରସ୍ତୁତି ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଉପନିର୍ଦ୍ଦେଶକ ତଥା…
ସିଙ୍ଗିପୁଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ମହା ଆଡ଼ମ୍ବରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ରାୟଗଡ଼ା ତା ୨୦/୦୧/୨୬-ରାୟଗଡ଼ା ଜିଲ୍ଲା ରାୟଗଡ଼ା ବ୍ଳକ୍ ତାଡ଼ମା ପଞ୍ଚାୟତ ଅଧିନସ୍ତ ସିଙ୍ଗିପୁଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ଦାସ ଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ଏଥିର ମୁଖ୍ୟ…
ଶିଳ୍ପଜନିତ ଆପାତକାଳୀନ ପ୍ରସ୍ତୁତି: ରାୟଗଡ଼ାରେ ସିବିଆରଏନ ଅଫ୍-ସାଇଟ୍ ମକ୍ ଡ୍ରିଲ୍
ରାୟଗଡ଼ା:୧୯/୦୧/୨୬-ରାୟଗଡ଼ା ଜିଲ୍ଲା ପ୍ରଶାସନଙ୍କ ନେତୃତ୍ୱରେ ଏବଂ ଏନଡିଆରଏଫ ୩ୟ ବ୍ୟାଟାଲିୟନ୍, ମୁଣ୍ଡଳୀ (କଟକ) ଓ ଜେକେ ପେପର ମିଲ୍ସର ସହଯୋଗରେ ଆଜି ଚାନ୍ଦିଲି ଥାନା ସମୀପସ୍ଥ ଟ୍ରକ୍ ପାର୍କିଂ ଏରିଆରେ ରାସାୟନିକ, ଜୀବୈଜ୍ଞାନିକ, ବିକିରଣ ଓ ପରମାଣବିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ…
କଲ୍ୟାଣସିଂପୁର ବ୍ଲକ ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ରାୟଗଡ / କଲ୍ୟାଣସିଂପୁର, ୧୯.୧.୨୦୨୬:ରାୟଗଡ ଜିଲ୍ଲା ପ୍ରଶାସନର ଆୟୋଜନରେ କଲ୍ୟାଣସିଂପୁର ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ହୁଣ୍ଡି ଗଣତି: ସୁନା, ରୂପା ଓ ବିଦେଶୀ ମୁଦ୍ରା,କୋଟିଏରୁ ଅଧିକ ଟଙ୍କା
ରାୟଗଡ଼ା, ୧୯ /0୧/୨୬ ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇ ଗଣତି କରାଯାଇଛି। ଦୀର୍ଘ ୬ ମାସ ପରେ ପ୍ରଶାସନିକ ଅଧିକାରୀ ଓ ଟ୍ରଷ୍ଟ ବୋର୍ଡର ଉପସ୍ଥିତିରେ ହୋଇଥିବା…
ଟିକିରି ଆଇଆଇସି ବିଶ୍ୱବନ୍ଦିନୀ ବାଗଙ୍କୁ ବିଦାୟକାଳୀନ ସମ୍ବୋଧନା
ଥାନାରେ ନୁହେଁ, ହୃଦୟରେ ରହିଗଲେ IIC ବିଶ୍ୱବନ୍ଦିନୀ ବାଗ” ବିଦାୟ ବେଳେ ଅଞ୍ଚଳବାସୀଙ୍କ ଆଖିରୁ ଝରିଲା ଅଶ୍ରୁ ଟିକିରି, ୧୮/୦୧ /୨୬ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ଥାନାର IIC ବିଶ୍ୱବନ୍ଦିନୀ ବାଗଙ୍କ ବଦଳି ରାୟଗଡା ଜିଲ୍ଲାର ଗୁଡାରି ଥାନାକୁ…


ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”
ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ
ଘଟଣାସ୍ଥଳକୁ ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”
ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ
କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।
ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସ୍ଵଚ୍ଛ ଓଡିଶା ଦିବସ ପାଳିତ
ବିଶାଳ ଆଦିବାସୀ ଗଣଧାରଣା
ରାୟଗଡା SDCରେ ନୂତନ ନେତୃତ୍ୱ: ବିଦ୍ୟାଧର ଶବର ଅଧ୍ୟକ୍ଷ, ମଞ୍ଜୁଳା ମିଣିଆକା ଉପାଧ୍ୟକ୍ଷ
ଭାରତୀୟ ମଜଦୂର ସଂଘ ବ୍ଲକ ସମ୍ମିଳନୀରେ ନୂତନ କାର୍ଯ୍ୟକାରୀ କମିଟି ଗଠିତ।








































































