Main Story

Today Update

ମିଡ଼ିଆ କେୟାର୍ସ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ରାୟଗଡ଼ା – ୧୮/୦୧/୨୬ ରାୟଗଡ଼ା ଜିଲ୍ଲା ମିଡ଼ିଆ କେୟାର୍ସ ପକ୍ଷରୁ ଆଜି ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ୧୧ ବ୍ଲକ ଓ ତିନି ସହରରେ କାର୍ଯ୍ୟରତ…

ଅଖିଳ ଭାରତୀୟ ସାହିତ୍ୟ ପରିଷଦର କର୍ମକର୍ତ୍ତା ସମାବେଶ

ଭୁବନ :-୧୮/୦୧/୨୬ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ବୁଦ୍ଧେଶ୍ୱର ମନ୍ଦିର ପରିସରରେ ମକର ମିଳନ, ଫକୀରମୋହନ ଜୟନ୍ତୀ ଓ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ପରିଷଦର ଜିଲ୍ଲା ଅଧ୍ଯକ୍ଷ ଡଃ ଦୁର୍ଗା ମାଧବ…

ଗୋ ମାଫିଆ ରାଜନଙ୍କ ଘରେ ପୋଲିସ ରେଡ୍: ଏପର୍ଯ୍ୟନ୍ତ ୭୦ ଲକ୍ଷ ଟଙ୍କା ଗଣା ସମାପ୍ତ

ଭଦ୍ରକରେ ବେଆଇନ ଗୋ ଚାଲାଣକାରୀ ସେକ୍ ତାଜୁଦ୍ଦିନ ଓରଫ୍ ରାଜନଙ୍କ ଘରେ କେନ୍ଦୁଝର ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ବିଳମ୍ବିତ ରାତିରୁ ଭଦ୍ରକ ପୋଲିସର ସହଯୋଗରେ ଏହି ରେଡ୍ ଆରମ୍ଭ ହୋଇଥିବା ବେଳେ, ସକାଳ ସାଢ଼େ ୧୦ଟା ସୁଦ୍ଧା ପ୍ରାୟ…

ଶିକ୍ଷାନୁଷ୍ଠାନ ପରିସରରେ ଧାର୍ମିକ ମୂର୍ତ୍ତି ଭଙ୍ଗାରୁଜା ଅଭିଯୋଗ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦାବିପତ୍ର

ରାୟଗଡ଼ା: ଶିକ୍ଷାନୁଷ୍ଠାନ ପରିସରରେ ଧାର୍ମିକ ମୂର୍ତ୍ତି ଭଙ୍ଗାରୁଜା ଓ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗକୁ ନେଇ ଆଜି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ, ରାୟଗଡ଼ା ଜିଲ୍ଲା ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ…

ରାୟଗଡ଼ାରେ ଶୋକର ଛାୟା – ପ୍ରିୟ ଖବର ଜିଲ୍ଲା ପ୍ରତିନିଧି ଆଶୁତୋଷ ପଟନାୟକଙ୍କ ପରଲୋକ

ରାୟଗଡ଼ା: ସାମ୍ବାଦିକ ଜଗତ ପାଇଁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର। ପ୍ରିୟ ଖବରର ରାୟଗଡ଼ା ଜିଲ୍ଲା ପ୍ରତିନିଧି ତଥା ଜଣେ ନିଷ୍ଠାବାନ ସାମ୍ବାଦିକ ଆଶୁତୋଷ ପଟନାୟକଙ୍କର ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୬.୦୧ ସନ୍ଧ୍ୟା ପ୍ରାୟ ୪ଟା…

ଦୁର୍ଘଟଣାରେ ରେଞ୍ଜରଙ୍କ ମୃତ୍ୟୁ, ସମଗ୍ର ଅଞ୍ଚଳରେ ଶୋକର ଛାୟା

ରାୟଗଡ଼ାରୁ ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମାନ୍ତିକ ଖବର ସାମ୍ନାକୁ ଆସିଛି। ସଡ଼କ ଦୁର୍ଘଟଣାରେ ଜଣେ କର୍ତ୍ତବ୍ୟନିଷ୍ଠ ରେଞ୍ଜରଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ  ରେଞ୍ଜ ରେଞ୍ଜର ଚନ୍ଦନ ଗମାଙ୍ଗ।ସୂଚନା ଅନୁସାରେ, ଗତକାଲି ରାତିରେ ରେଞ୍ଜର…

ଭୂଷଳରେ ଧାନମଣ୍ଡି ଉଦଘାଟନ

ଭୁବନ ବ୍ଲକ ଭୂଷଳ ସେବା ସମବାୟ ସମିତି ଠାରେ ବ୍ଲକର ପ୍ରଥମ ଧାନ ମଣ୍ଡି ଉଦଘାଟନ କରିଛନ୍ତି ବିଧାୟକ ଶତ୍ରୁଘନ ଜେନା, ସଭାପତି ସହଦେଵ ପରିଡା, ସରପଞ୍ଚ ଉତ୍ତମ ପଣ୍ଡା, ପୂର୍ବତନ ସମିତି ସଭ୍ୟ ବିମଲ ପଣ୍ଡା, ଚାଷୀ ପ୍ରତିନିଧି ଶୁଭେନ୍ଧୁ…

ଜନକଲ୍ୟାଣକାରୀ ଦିବସ’ ଅବସରରେ ରାୟଗଡାରେ ବହୁଜନ ସମାଜ ପାର୍ଟିର ବିଶାଳ ସମାବେଶ

ରାୟଗଡା ସହର ଠାରେ ବହୁଜନ ସମାଜ ପାର୍ଟି ପକ୍ଷରୁ ଏକ ଭବ୍ୟ ଶକ୍ତି ପ୍ରଦର୍ଶନ କରାଯାଇଛି। ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭଉଣୀ କୁମାରୀ ମାୟାବତୀଙ୍କ ୭୦ତମ ଜନ୍ମଦିନ ଅବସରରେ ରାୟଗଡା ସଦର…

ମକର ସଂକ୍ରାନ୍ତି ଅବସରରେ ରାୟଗଡ଼ାରେ ବିଶାଳ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ରାୟଗଡ଼ା: ମକର ସଂକ୍ରାନ୍ତିର ପବିତ୍ର ଅବସରରେ ରାୟଗଡ଼ା ବିଧାନସଭା ନିର୍ବାଚନ କ୍ଷେତ୍ରରେ ଏକ ବିଶାଳ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାୟଗଡ଼ାର ବିଧାୟକ ଆପଲ ସ୍ଵାମୀ କାଡ୍ରାକା ପ୍ରାୟ ୧୫ ବର୍ଷ ଧରି ଅବିରତ ଭାବେ ଚାଲୁଥିବା ତାଙ୍କର ମାନବିକ…

ରାୟଗଡ଼ାରେ ବାଣ ବିସ୍ଫୋରଣ: ୪ ଜଣ ଗୁରୁତର

ରାୟଗଡ଼ା: ଜିଲ୍ଲାର ୟେଦୁ ସାହି ଅଞ୍ଚଳରେ ଭୋଗି ଉତ୍ସବ ପାଳନ ସମୟରେ ଏକ ଦୁର୍ଘଟଣା ଘଟିଛି। ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ଭୋଗି ପାଳନ ପାଇଁ ବାଣ ତିଆରି କରୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟି, ୪ ଜଣ ଗୁରୁତର ଭାବେ ଆହତ…

You Missed

ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”
ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ
ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”
ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ
କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।
ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
error: Content is protected !!