Main Story

Today Update

ବଣଚଣ୍ଡୀ ପୀଠରେ ମକର ମେଳା ୧୦ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନ ୧୪-୦୧- ୨୬ ଭୁବନ ସହର ର ଅନତି ଦୂରରେ ଭରତି ପାହାଡ ପାଦ ଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ରାମଚଣ୍ଡୀ ( ବଣ ଚଣ୍ଡୀ ) ପୀଠରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ପ୍ରାୟ…

ପାଣି ସଂରକ୍ଷଣ ଓ ପରିଚାଳନା ଉପରେ ଗୁରୁତ୍ୱରାୟଗଡାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ରାୟଗଡା, ୧୩/୦୧ /୨୬ ପାଣି ସଂରକ୍ଷଣ, ସୁଚିତ ପାଣି ବ୍ୟବହାର ଓ ସ୍ଥାନୀୟ ସ୍ତରରେ ପାଣି ପରିଚାଳନାକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାୟଗଡା ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ–୨୦୨୬ ଭବ୍ୟ ଭାବରେ ପାଳିତ…

ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଦଯାପିତ

ଭୁବନ ୧୩-୦୧-୨୦୨୬ ଭୁବନ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୩ ତମ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି ।  ବିଦ୍ୟାଳୟ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ବିଡ଼ିଓ ଆୟୁଶୀ ମହାପାତ୍ର ମୁଖ୍ୟ ଅତିଥି ଭାବେ…

ଜୋହାର ୨୦୨୬ ଅନୁଷ୍ଠିତ

ରାୟଗଡା ଜିଲ୍ଲାର ଆଦିବାସୀ କଳାକାର, ଲେଖକ ଓ ଗବେଷକ, ଜାନୀ, ସୀସା, ଦିସାରୀ, ପୁଜାରୀ, ପେଜୁ, ପେଜିଣୀ ଓ ଗୁରୁମାଣି ମାନଙ୍କୁ ଉତ୍ସାହିତ, ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିବା ପାଇଁ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ସ୍ଥିତ କଲ୍ୟାଣ…

ମୁଖ୍ୟମନ୍ତ୍ରୀଙ୍କ ଭଊଣିଙ୍କୁ ଭେଟିଲେ ଉତ୍କଳ ଯାଦବ ସମାଜ ରାଜ୍ୟ ସମ୍ପାଦକ ଅମିତ

ରାୟଗଡ଼ା ତା ୧୨/୦୧ ଚଳିତ ମାସ ଗତ ୮ ଓ ୯ ତାରିଖରେ ଯାଦବ ମହାସଭା ତରଫରୁ ମଧ୍ୟପ୍ରଦେଶ ର ଇନ୍ଦୋର ଠାରେ ଆୟୋଜିତ ହୋଇଥିଲା ଜାତୀୟ କାର୍ଯ୍ୟକାରିଣୀ ବୈଠକ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଜାତୀୟ ଯାଦବ ମହାସଭା ର ଯୁବ…

ରାମନାଗୁଡା ବ୍ଲକ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

ରାୟଗଡ଼ା ତା: ୧୨-୦୧-୨୦୨୬ ରାମନଗୁଡା ବ୍ଲକ ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଖଣ୍ଡିୟ ବନ ଅଧିକାରୀ…

ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ‘ବନ୍ଦେ ମାତରମ୍’*ଗାନ କରାଯାଇଥିଲା l

ରାୟଗଡା, ୧୨/୦୧: ଆଜି ସାରା ଦେଶରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସାହ ଓ ଉଲ୍ଲାସର ସହ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ସଂସ୍କୃତି ବିଭାଗର ଉଦ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶଭକ୍ତିମୂଳକ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା।କାର୍ଯ୍ୟକ୍ରମର ପ୍ରାରମ୍ଭରେ…

ଥେରୁବାଲିରେ ବଜରଙ୍ଗ ଦଳ ବୈଠକ,ନୂତନ ଦାୟିତ୍ୱ ଘୋଷଣା ।

ରାୟଗଡ଼ା ଜିଲ୍ଲା କୋଲନାରା ବ୍ଲକ ଅନ୍ତର୍ଗତ ଥେରୁବାଲି ପଞ୍ଚାୟତର ମା ମାଝୀଗୌରିଆଣୀ ମନ୍ଦିର ପ୍ରାଙ୍ଗଣରେ ଆଜି ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସଂଗଠନକୁ ସୁଦୃଢ଼ କରିବା, ହିନ୍ଦୁ ସମାଜକୁ ସଂଗଠିତ କରିବା…

ଢେଙ୍କାନାଳ କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଛବିରାଜ୍ ବିଶ୍ବାଳ ଙ୍କ ସହିତ ରାଜ୍ୟ କଂଗ୍ରେସ ର ଉପସଭାପତି ଶ୍ରୀମତୀ ସସ୍ମିତା ବେହେରା ଯୋଗଦାନ କରିଥିଲେ।ବିଜେପି ସରକାର…

ରାୟଗଡ଼ ସହରରେ ଦେଖିବାକୁ ମିଳିଲା ଏକ ଅପୂର୍ବ ଓ ଭବ୍ୟ ଧାର୍ମିକ ଦୃଶ୍ୟ।

ରାୟଗଡ଼ର ସନାତନୀ ହିନ୍ଦୁ ଭାଇ ଓ ଭଉଣୀମାନେ ଅପାର ଭକ୍ତି, ଶ୍ରଦ୍ଧା ଓ ଆନନ୍ଦର ସହ ସ୍ୱର୍ଣ୍ଣ ଧନୁ ଯାତ୍ରାକୁ ଉଷ୍ମ ସ୍ୱାଗତ ଜଣାଇଥିଲେ। ରାୟଗଡ଼ ଠାରୁ ଜେକେପୁର ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ସନାତନୀ ହିନ୍ଦୁ ଶ୍ରଦ୍ଧାଳୁ ଏହି ଭବ୍ୟ…

You Missed

ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”
ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ
ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”
ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ
କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।
ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
error: Content is protected !!